Maa Tarini Lo Kahide Odia Song Lyrics In Odia Font

ODIA SONG LYRICS

ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି

Maa Tarini Lo Kahide Kholi Odia Song Lyrics In Odia Font

ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି
ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି
କାହିଁକି କହ ବାନ୍ଧି ଦେଲୁ ମାଆ
ମୋ ଆଖିରେ ଅନ୍ଧ ପୁଟୁଳି
କାହିଁକି କହ ବାନ୍ଧି ଦେଲୁ ମାଆ
ମୋ ଆଖିରେ ଅନ୍ଧ ପୁଟୁଳି
ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି
ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି


ଆଖି ନାହିଁ ଯା'ର ସାକ୍ଷୀ ନାହିଁ ତାର
ଏଇ ଦୁନିଆରେ କେହି
ଏମିତି ଦୁଃଖକୁ କେମିତି ସହିବି
ସହିବାକୁ ଧର୍ଯ୍ୟ ନାହିଁ
ମମତାମୟୀ ଲୋ କରୁଣା ଭଣ୍ଡାର
ମୋ ପାଇଁ ଦେଲୁ ଢାଙ୍କି ମାଆ
ଏଇ ଦୁନିଆକୁ ଦେଖିବା ଆଗରୁ
କଲୁ ମୋତେ ମହା ଦୁଃଖୀ
ତୁ ଏକା ମୋର ଶେଷ ଭରସା
ତୋ ପାଖେ ମୋ ଏତିକି ଅଳି ମାଆ
ତୁ ଏକା ମୋର ଶେଷ ଭରସା
ତୋ ପାଖେ ମୋ ଏତିକି ଅଳି
ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି


ମୁଁ ସିନା ତୋତେ ଚାହିଁ ପାରିଲିନି
ତୁ ଟିକେ ଚାହିଁଥିବୁ ମାଆ
କାଳେ କେବେ ଜଦି ଝୁଣ୍ଟି ପଡ଼େ ମୁହିଁ
ହାତ ମୋର ଧରିଥିବୁ
ଅଭିମାନ କରି କହିଦେଲି ବୋଲି
ରାଗିବୁ ନାହିଁ ଲୋ ଜମା ମାଆ
ମାଆ ବୋଲି ତତେ ମନ ଖୋଲିଦେଲି
କରିଦବୁ ମତେ କ୍ଷମା
ସିନ୍ଦୁରାବତୀ ଶେଷ ମିନତୀ
ଘଟଗାଁ ନେ ଲୋ ଟାଣି ମାଆ
ସିନ୍ଦୁରାବତୀ ଶେଷ ମିନତୀ
ଘଟଗାଁ ନେ ଲୋ ଟାଣି
ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି
ମାଆ ତାରିଣୀ ଲୋ କହିଦେ ଖୋଲି
ତୋ ପାଖେ ଏମିତି କି ପାପ କଲି
ତୋ ପାଖେ ଏମିତି କି ପାପ କଲି ମାଆ
ତୋ ପାଖେ ଏମିତି କି ପାପ କଲି

Maa Tarini Lo Kahide Kholi Odia Song Lyrics In Odia Language


Thank You


Comments