Mandara Malini Maa Odia Song Lyrics In Odia Font

ODIA SONG LYRICS

ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ

Mandara Malini Maa Sindura Muhin Odia Song Lyrics In Odia Language

ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ


ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ମାଆ ଲୋ ତତେ ଡାକୁଛି କେତେ
ମାଆ ଲୋ ତତେ ଡାକୁଛି କେତେ
ଆତୁର ହୋଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ


ମନ୍ଦିରେ ବସିଲୁ କି ପାଷାଣ ହୋଇ
ମୋହରି ଡାକ ତତେ ଶୁଭେ କି ନାହିଁ
ମନ୍ଦିରେ ବସିଲୁ କି ପାଷାଣ ହୋଇ
ମୋହରି ଡାକ ତତେ ଶୁଭେ କି ନାହିଁ
ମୁଁ ଜଣେ ଦିନହୀନ ଜନମ ଦୁଃଖୀ
ମୋହରି ଦୁଃଖକୁ କି ପାରୁନୁ ଦେଖି
ମାଆ ଲୋ ତତେ ଡାକିବି କେତେ
ମାଆ ଲୋ ତତେ ଡାକିବି କେତେ
ଆତୁର ହୋଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ


ଆସରା କରିଚି ମାଆ ତୋ ନାମକୁ
ବିପଦେ ଆପଦେ ମୋ ସାହା ହେବୁ ତୁ
ଆସରା କରିଚି ମାଆ ତୋ ନାମକୁ
ବିପଦେ ଆପଦେ ମୋ ସାହା ହେବୁ ତୁ
ତୋ ପାଖେ ଦେଇଛି ମୋ ଜୀବନ ଡୋରି
ଏ ଭବ ସଂସାରୁ ମାଆ କରିବୁ ପାରି
ଜାଣିଛି ନିଶ୍ଚେଁ ଶୁଣିବୁ ଡାକ
ଜାଣିଛି ନିଶ୍ଚେଁ ଶୁଣିବୁ ଡାକ
ମାଆ ଲୋ ତୁହି

ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ମାଆ ଲୋ ତତେ ଡାକୁଛି କେତେ
ମାଆ ଲୋ ତତେ ଡାକୁଛି କେତେ
ଆତୁର ହୋଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ମନ୍ଦାର ମାଳିନୀ ମା' ସିନ୍ଦୂର ମୁହିଁ
ଜଗତ ଜନନୀ ମା' ହିଙ୍ଗୁଳାଇ
ଜଗତ ଜନନୀ ମା' ହିଙ୍ଗୁଳାଇ

Mandara Malini Maa Sindura Muhin Odia Song Lyrics In Odia Font


Thank You

Comments