Prabhu Pada Tale Odia Song Lyrics In Odia Font

ODIA SONG LYRICS

ପ୍ରଭୁ ପଦ ତଳେ ପ୍ରଣତି ଢାଳେ

Prabhu Pada Tale Pranati Dhale Odia Song Lyrics In Odia Font


ପ୍ରଭୁ ପଦ ତଳେ ପ୍ରଣତି ଢାଳେ
ପ୍ରଭୁ ପଦ ତଳେ ପ୍ରଣତି ଢାଳେ
ତୋଳି ପୂଜା ଫୁଲ ସଞ୍ଜ ସକାଳେ
ତୋଳି ପୂଜା ଫୁଲ ସଞ୍ଜ ସକାଳେ
ପ୍ରଭୁ ପଦ ତଳେ ପ୍ରଣତି ଢାଳେ
ପ୍ରଭୁ ପଦ ତଳେ ପ୍ରଣତି ଢାଳେ


ମଙ୍ଗଳମୟ ତୁମରି କରୁଣା
ଜୀବନରେ ଭରେ ସକଳ କାମନା
ମଙ୍ଗଳମୟ ତୁମରି କରୁଣା
ଜୀବନରେ ଭରେ ସକଳ କାମନା
ଜୀବନରେ ଭରେ ସକଳ କାମନା
ଶା..ନ୍ତିର ସୁର ତୋଳି...
ପ୍ରଭୁ ପଦ ତଳେ ପ୍ରଣତି ଢାଳେ


ଚାଲିବାକୁ ତୁମେ ଦେଖାଇଛ ପଥ
ଗାଇବାକୁ ତୁମେ ଶିଖାଇଛ ଗୀତ
ଚାଲିବାକୁ ତୁମେ ଦେଖାଇଛ ପଥ
ଗାଇବାକୁ ତୁମେ ଶିଖାଇଛ ଗୀତ
ଗାଇବାକୁ ତୁମେ ଶିଖାଇଛ ଗୀତ
ଗାଏ ନିବେଦନ ସୁରେ...
ପ୍ରଭୁ ପଦ ତଳେ ପ୍ରଣତି ଢାଳେ


ତୁମରି ଆଶିଶେ ସୁନ୍ଦର ଧରା
ପ୍ରିୟ ପରିଜନ ବନ୍ଧୁରେ ଭରା
ତୁମରି ଆଶିଶେ ସୁନ୍ଦର ଧରା
ପ୍ରିୟ ପରିଜନ ବନ୍ଧୁରେ ଭରା
ପ୍ରିୟ ପରିଜନ ବନ୍ଧୁରେ ଭରା
ମମତାର ମଧୁ ଝରେ...
ପ୍ରଭୁ ପଦ ତଳେ ପ୍ରଣତି ଢାଳେ
ପ୍ରଭୁ ପଦ ତଳେ ପ୍ରଣତି ଢାଳେ
ତୋଳି ପୂଜା ଫୁଲ ସଞ୍ଜ ସକାଳେ
ତୋଳି ପୂଜା ଫୁଲ ସଞ୍ଜ ସକାଳେ
ପ୍ରଭୁ ପଦ ତଳେ ପ୍ରଣତି ଢାଳେ
ପ୍ରଭୁ ପଦ ତଳେ ପ୍ରଣତି ଢାଳେ
ପ୍ରଭୁ ପଦ ତଳେ ପ୍ରଣତି ଢାଳେ

Prabhu Pada Tale Pranati Dhale Odia Song Lyrics In Odia Language


Thank You


Comments