Sabu Papara Odia Song Lyrics In Odia Font

ODIA SONG LYRICS

ସବୁ ପାପର ପ୍ରାୟଶ୍ଚିତ ଥାଏ
ସବୁ ଭୁଲର କ୍ଷମା

Sabu Papara Prayaschita Thae Odia Song Lyrics In Odia Font

ସବୁ ପାପର ପ୍ରାୟଶ୍ଚିତ ଥାଏ
ସବୁ ଭୁଲର କ୍ଷମା
ସବୁ ପାପର ପ୍ରାୟଶ୍ଚିତ ଥାଏ
ସବୁ ଭୁଲର କ୍ଷମା
ପ୍ରେମ ଏମିତିକା ପବିତ୍ର ପାପଟେ
ପ୍ରେମ ଏମିତିକା ପବିତ୍ର ପାପଟେ
ପ୍ରାୟଶ୍ଚିତ ନାହିଁ ଜମା
କାହିଁକି ଜାଣେନା କାହିଁକି ଜାଣେନା
କାହିଁକି ଜାଣେନା କାହିଁକି ଜାଣେନା


କେବେ କେବେ ପ୍ରେମ ଏଠି
ଝୁଲା ଚଢେଇର ବସା
କେବେ ମନେହୁଏ ପୁଣି
କଅଁଳ ମନର ଆଶା
ହୋ କେବେ କେବେ ପ୍ରେମ ଏଠି
ଝୁଲା ଚଢେଇର ବସା
କେବେ ମନେହୁଏ ପୁଣି
କଅଁଳ ମନର ଆଶା
କେବେ ମରୀଚିକା
କେବେ ଧୋକା ଧୋକା
କେବେ ମରୀଚିକା
କେବେ ଧୋକା ଧୋକା
ବୁଝିତ ହୁଏନା ଜମା
କାହିଁକି ଜାଣେନା କାହିଁକି ଜାଣେନା
କାହିଁକି ଜାଣେନା କାହିଁକି ଜାଣେନା


ବାଦଲ ଛାଇରେ କେବେ
ଲୁଚେ ଆକାଶର ଛାତି
ଜାଳି ଦିଏ ଫୁଲ ବନ
ମଳୟ ଛୁଆଁର ତାତି
ହୋ ବାଦଲ ଛାଇରେ କେବେ
ଲୁଚେ ଆକାଶର ଛାତି
ଜାଳି ଦିଏ ଫୁଲ ବନ
ମଳୟ ଛୁଆଁର ତାତି
କେବେ ଏକା ଏକା
କେବେ ଫିକା ଫିକା
କେବେ ଏକା ଏକା
କେବେ ଫିକା ଫିକା
ସହି ତ ହୁଏନା ଜମା
କାହିଁକି ଜାଣେନା କାହିଁକି ଜାଣେନା
କାହିଁକି ଜାଣେନା କାହିଁକି ଜାଣେନା

Sabu Papara Prayaschita Thae Odia Song Lyrics In Odia Language


Thank You


Comments