Au Thare Tume Krushna Odia Song Lyrics In Odia Font

ODIA SONG LYRICS

ଆଉ ଥରେ ତୁମେ...
କୃଷ୍ଣ ହୋଇଯାଅ

Au Thare Tume Krushna Hoijaa Odia Song Lyrics In Odia Font

ଆଉ ଥରେ ତୁମେ...
କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର...
ହେ ମୋର କଳା ଠାକୁର...
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର...
ତୁମରି ଓଠରୁ ଝରିପଡ଼ୁ ପୁଣି
ତୁମରି ଓଠରୁ ଝରିପଡ଼ୁ ପୁଣି
ମୋହନ ବଂଶୀର ସ୍ୱର...
ମୋହନ ବଂଶୀର ସ୍ୱର...
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର...
ହେ ମୋର କଳା ଠାକୁର...


ସେଇ ସ୍ୱର ଶୁଣି ସତେ ଆଉ ଥରେ
ଶ୍ରୀ ରାଧା ଆସିବେ ଚାଲି
କୃଷ୍ଣ ରୂପେ ଯେବେ ଦେଖିବେ ତୁମକୁ
ନିଜକୁ ସେ ଯିବେ ଭୁଲି
ତୁମ ବଂଶୀ ସ୍ୱନେ ହଜିଯିବେ ରାଧା
ତୁମ ବଂଶୀ ସ୍ୱନେ ହଜିଯିବେ ରାଧା
ସେଇ ତ ପ୍ରୀତି ମଲ୍ହାର...
ସେଇ ତ ପ୍ରୀତି ମଲ୍ହାର...
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର...
ହେ ମୋର କଳା ଠାକୁର...


ଯେମିତି ମଧୁର ତୁମର ସେ ପ୍ରେମ
ରାଧା କୃଷ୍ଣ ରୂପ ହୋଇ
ସେମିତି ପ୍ରେମର ଭାବରେ ଆମକୁ
ପ୍ରଭୁ ହେ ଦିଅ ଭିଜାଇ
ଯୁଗେ ଯୁଗେ ତୁମ ପ୍ରେମର ଡୋରିରେ
ଯୁଗେ ଯୁଗେ ତୁମ ପ୍ରେମର ଡୋରିରେ
ବନ୍ଧା ଏ ସାରା ସଂସାର...
ବନ୍ଧା ଏ ସାରା ସଂସାର...
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ଆଉ ଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର...
ତୁମରି ଓଠରୁ ଝରିପଡ଼ୁ ପୁଣି
ତୁମରି ଓଠରୁ ଝରିପଡ଼ୁ ପୁଣି
ମୋହନ ବଂଶୀର ସ୍ୱର...
ମୋହନ ବଂଶୀର ସ୍ୱର...
ମୋହନ ବଂଶୀର ସ୍ୱର...

Au Thare Tume Krushna Hoijaa Odia Song Lyrics In Odia Language


Thank You

Comments