Badalai Dia Tuma Odia Song Lyrics In Odia Font

ODIA SONG LYRICS

ବଦଳାଇ ଦିଅ ତୁମ...
ଦୀନବନ୍ଧୁ ନାମକୁ...

Badalai Dia Tuma Odia Song Lyrics In Odia Font

ବଦଳାଇ ଦିଅ ତୁମ...
ଦୀନବନ୍ଧୁ ନାମକୁ...
ଦୀନବନ୍ଧୁ ନାମ ଆଉ...
ନୁହେଁ କୋଉ କାମକୁ...
ଦୀନବନ୍ଧୁ ନାମ ଆଉ...
ନୁହେଁ କୋଉ କାମକୁ...

ବଦଳାଇ ଦିଅ ତୁମ ଦୀନବନ୍ଧୁ ନାମକୁ
ବଦଳାଇ ଦିଅ ତୁମ ଦୀନବନ୍ଧୁ ନାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ତୁମେ ଦୀନବନ୍ଧୁ ନୁହେଁ ଧନୀ ବନ୍ଧୁ
ଦୁଃଖୀ ଦିନ ସରୁ ନାହିଁ କାନ୍ଧୁ କାନ୍ଧୁ
ତୁମେ ଦୀନବନ୍ଧୁ ନୁହେଁ ଧନୀ ବନ୍ଧୁ
ଦୁଃଖୀ ଦିନ ସରୁ ନାହିଁ କାନ୍ଧୁ କାନ୍ଧୁ
ଦୁଃଖୀକୁ ପହଡ ପଡେ ଦରଶନ ଧନୀକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ


ବଡ ବଡ଼ିଆଙ୍କୁ ସ୍ୱତନ୍ତ୍ର ଦର୍ଶନ
ଗରିବକୁ କଟକଣା
ଗରିବକୁ କଟକଣା
ସାହାଣ ମେଲା ତ ନାମକୁ ମାତର
ଅବଧି ହେଲାଣି ଉଣା
ଅବଧି ହେଲାଣି ଉଣା
ଧନ୍ୟ ହେ ସାଆନ୍ତେ ତୁମ
ଧନୀ ମାନି ପ୍ରେମକୁ
ଧନ୍ୟ ହେ ସାଆନ୍ତେ ତୁମ
ଧନୀ ମାନି ପ୍ରେମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ


ଭିକାରିକୁ ତୁମ ଶ୍ରୀମନ୍ଦିର ମନା
ନୁହେଁ ସେ ଭକତ ଯୋଗ୍ୟ
ନୁହେଁ ସେ ଭକତ ଯୋଗ୍ୟ
ଲକ୍ଷେ ପାପ କରି ବଡ ଲୋକ ହେଲେ
ଦର୍ଶନ ତାହାଙ୍କୁ ଆଗ
ଦର୍ଶନ ତାହାଙ୍କୁ ଆଗ
କାହା ବନ୍ଧୁ ବୋଲି କୁହ କହିବି ମୁଁ ତୁମକୁ
କାହା ବନ୍ଧୁ ବୋଲି କୁହ କହିବି ମୁଁ ତୁମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ

ବଦଳାଇ ଦିଅ ତୁମ ଦୀନବନ୍ଧୁ ନାମକୁ
ବଦଳାଇ ଦିଅ ତୁମ ଦୀନବନ୍ଧୁ ନାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ତୁମେ ଦୀନବନ୍ଧୁ ନୁହେଁ ଧନୀ ବନ୍ଧୁ
ଦୁଃଖୀ ଦିନ ସରୁ ନାହିଁ କାନ୍ଧୁ କାନ୍ଧୁ
ତୁମେ ଦୀନବନ୍ଧୁ ନୁହେଁ ଧନୀ ବନ୍ଧୁ
ଦୁଃଖୀ ଦିନ ସରୁ ନାହିଁ କାନ୍ଧୁ କାନ୍ଧୁ
ଦୁଃଖୀକୁ ପହଡ ପଡେ ଦରଶନ ଧନୀକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ
ଦୀନବନ୍ଧୁ ନାମ ଆଉ ନୁହେଁ କୋଉ କାମକୁ

Badalai Dia Tuma Dinabandhu Namaku Odia Song Lyrics In Odia Language


Thank You

Comments