Dwaparare Gapa Gotie Odia Song Lyrics In Odia Font

ODIA SONG LYRICS

ଦ୍ୱାପରରେ ଗପ ଗୋଟିଏ
ରାଧା କହ୍ନେଇ ପ୍ରେମ

Dwaparare Gapa Gotie Odia Song Lyrics In Odia Font

ଶ୍ରୀ କ୍ରିଷ୍ଣ ଗୋବିନ୍ଦ ହରେ ମୁରାରୀ
ହେ ନାଥ ନାରାୟଣ ବାସୁଦେବ
ଶ୍ରୀ କ୍ରିଷ୍ଣ ଗୋବିନ୍ଦ ହରେ ମୁରାରୀ
ହେ ନାଥ ନାରାୟଣ ବାସୁଦେବ
ହେ ନାଥ ନାରାୟଣ ବାସୁଦେବ

ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ

ଦ୍ୱାପରରେ ଗପ ଗୋଟିଏ
ରାଧା କହ୍ନେଇ ପ୍ରେମ
ତ୍ରେତୟାରେ ଜପ ଗୋଟିଏ
ଜୟ ଜୟ ଶ୍ରୀରାମ
କଳି ଯୁଗେ ଘରେ ଘରେ
କଳି ଯୁଗେ ଘରେ ଘରେ ଦୁହିଁଙ୍କ ନାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ


ଦ୍ୱାପରରେ ଭାବ ଥିଲା
ଦ୍ୱାପରରେ ଭାବ ଥିଲା ଥିଲା ଥିଲା ଥିଲା ଥିଲା
ଦ୍ୱାପରରେ ଭାବ ଥିଲା
ତ୍ୟାଗ ଆଉ ପ୍ରେମର
ତ୍ରେତୟାରେ ଭାବ ଥିଲା
ସତ୍ୟ ଆଉ ମାନର
କଳି ଯୁଗେ ଭାବ ହେଲା
କଳି ଯୁଗେ ଭାବ ହେଲା
ନାମ କୀର୍ତ୍ତନ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ


ଦ୍ୱାପରରେ କଂସ ମଲା
ତ୍ରେତୟାରେ ରାବଣ
କଳି ଯୁଗେ ପାପି ହେଲା
କାଳିଆ ଶରଣ
ଭକ୍ତ ଭଗବାନଙ୍କର ଲାଗିଛି ପ୍ରେମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ

Dwaparare Gapa Gotie Odia Song Lyrics In Odia Language


Thank You

Comments