Ghungura Bandhini Odia Song Lyrics In Odia Font

ODIA SONG LYRICS

ଘୁଙ୍ଗୁର ବାନ୍ଧିନି ଘାଗରା ପିନ୍ଧିନି

Ghungura Bandhini Odia Song Lyrics In Odia Font

ଘୁଙ୍ଗୁର ବାନ୍ଧିନି ଘାଗରା ପିନ୍ଧିନି
ଘୁଙ୍ଗୁର ବାନ୍ଧିନି ଘାଗରା ପିନ୍ଧିନି
ବଇଁଶୀ ଡାକିଲା ରାଧା ରାଧା ରାଧା
ହାଁ ଲାଗେ ରାଧା ଅଧା ଅଧା
ସେ ରାଧା ଲାଗେ ରାଧା ଅଧା ଅଧା
ଘୁଙ୍ଗୁର ବାନ୍ଧିନି ଘାଗରା ପିନ୍ଧିନି
ବଇଁଶୀ ଡାକିଲା ରାଧା ରାଧା ରାଧା
ହାଁ ଲାଗେ ରାଧା ଅଧା ଅଧା
ସେ ରାଧା ଲାଗେ ରାଧା ଅଧା ଅଧା


ଗୋଟିଏ ପାଦରେ ଅଳତା ନାଇଚି
ଗୋଟିଏ ପାଦରେ ଅଧା...
ଗଜରା ବାନ୍ଧିଚି ଅଧା ଅଧା ପୁଣି
କବରୀ ସାଜିଚି ଅଧା...
ଗୋଟିଏ ପାଦରେ ଅଳତା ନାଇଚି
ଗୋଟିଏ ପାଦରେ ଅଧା...
ଗଜରା ବାନ୍ଧିଚି ଅଧା ଅଧା ପୁଣି
କବରୀ ସାଜିଚି ଅଧା...
ଶାଶୁ ତ ଜଗିଚି ନଣନ୍ଦ ଜଗିଚି
ଶାଶୁ ତ ଜଗିଚି ନଣନ୍ଦ ଜଗିଚି
କବାଟ ଖୋଲିଚି ଅଧା ଅଧା ଅଧା
ହାଁ ଲାଗେ ରାଧା ଅଧା ଅଧା
ସେ ରାଧା ଲାଗେ ରାଧା ଅଧା ଅଧା


ପାଦରେ ନୁପୁର ହାତରେ ବଇଁଶୀ
ମଥାରେ ଚନ୍ଦ୍ରିକା ଥାଇ...
କହ୍ନେଇ ଦିଶୁଚି ଅଧା ଅଧା ପୁଣି
ସାଙ୍ଗରେ ନାହିଁ ତ ରାଇ...
ପାଦରେ ନୁପୁର ହାତରେ ବଇଁଶୀ
ମଥାରେ ଚନ୍ଦ୍ରିକା ଥାଇ...
କହ୍ନେଇ ଦିଶୁଚି ଅଧା ଅଧା ପୁଣି
ସାଙ୍ଗରେ ନାହିଁ ତ ରାଇ...
ଯୁଗଳ ମୂରତି ନ ଦେଖି ଲାଗୁଚି
ଯୁଗଳ ମୂରତି ନ ଦେଖି ଲାଗୁଚି
ଭକ୍ତକୁ ଜଗତ ଅଧା ଅଧା ଅଧା
ହାଁ ଲାଗେ ରାଧା ଅଧା ଅଧା
ସେ ରାଧା ଲାଗେ ରାଧା ଅଧା ଅଧା
ଘୁଙ୍ଗୁର ବାନ୍ଧିନି ଘାଗରା ପିନ୍ଧିନି
ଘୁଙ୍ଗୁର ବାନ୍ଧିନି ଘାଗରା ପିନ୍ଧିନି
ବଇଁଶୀ ଡାକିଲା ରାଧା ରାଧା ରାଧା
ହାଁ ଲାଗେ ରାଧା ଅଧା ଅଧା
ସେ ରାଧା ଲାଗେ ରାଧା ଅଧା ଅଧା
ସେ ରାଧା...

Ghungura Bandhini Ghagara Pindhini Odia Song Lyrics In Odia Language


Thank You

Comments