Kala Koilira Kuha Mitha Odia Song Lyrics In Odia Font

ODIA SONG LYRICS

କଳା କୋଇଲିର କୁହୁ ମିଠା ମିଠା

Kala Koilira Kuha Mitha Odia Song Lyrics In Odia Font

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
କଳା କାହ୍ନୁର କଥା ମିଠା ମିଠା
କଳା କାହ୍ନୁର କଥା ମିଠା ମିଠା
କଳା ମାଣିକର ପ୍ରୀତି ମିଠା ମିଠା ମିଠା
କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ କଳା କୋଇଲିର କୁହୁ ମିଠା ମିଠା...


ମିଠା ତା ଚାହାଣି ମିଠା ତା କାହାଣୀ
ମିଠା ତା ଯମୁନା ଜଳ...
ମିଠା ଲାଗେ କେଳି କଦମ୍ବ ମୂଳେ ଲୋ
ତା ମୋହନ ବଂଶୀ ସୁର...
ମିଠା ତା ଚାହାଣି ମିଠା ତା କାହାଣୀ
ମିଠା ତା ଯମୁନା ଜଳ...
ମିଠା ଲାଗେ କେଳି କଦମ୍ବ ମୂଳେ ଲୋ
ତା ମୋହନ ବଂଶୀ ସୁର...
ମିଠା ଲାଗେ ତାର ପୁରାଣ ପୋଥି ଲୋ
ମିଠା ଲାଗେ ତାର ପୁରାଣ ପୋଥି ଲୋ
ମିଠା ଭାଗବତ ଗୀତା.....
କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ କଳା କୋଇଲିର କୁହୁ ମିଠା ମିଠା...


ମିଠା ଗୋପୀ ବାଣୀ ମିଠା ନନ୍ଦ ଗଳା
ମିଠା ଶ୍ରୀ ରାଧାର ପ୍ରେମ...
ମିଠା ତା ପରଶ ମିଠା ତା ସୁବାସ
ମିଠା ତାର ସୁନା ବେଶ...
ମିଠା ଗୋପୀ ବାଣୀ ମିଠା ନନ୍ଦ ଗଳା
ମିଠା ଶ୍ରୀ ରାଧାର ପ୍ରେମ...
ମିଠା ତା ପରଶ ମିଠା ତା ସୁବାସ
ମିଠା ତାର ସୁନା ବେଶ...
ମିଠା ଲାଗେ କୁଞ୍ଜ ଗୋପ ବୃନ୍ଦାବନ
ମିଠା ଲାଗେ କୁଞ୍ଜ ଗୋପ ବୃନ୍ଦାବନ
ମିଠା ତାର ରାସ ଲୀଳା.....

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
କଳା କାହ୍ନୁର କଥା ମିଠା ମିଠା
କଳା କାହ୍ନୁର କଥା ମିଠା ମିଠା
କଳା ମାଣିକର ପ୍ରୀତି ମିଠା ମିଠା ମିଠା
କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ କଳା କୋଇଲିର କୁହୁ ମିଠା ମିଠା
ମିଠା-ମିଠା ମିଠା-ମିଠା ମିଠା-ମିଠା

Kala Koilira Kuha Mitha Odia Song Lyrics In Odia Language


Thank You

Comments