Kalia Mo Dehe Bolide Odia Song Lyrics In Odia Font

ODIA SONG LYRICS

କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...

Kalia Mo Dehe Bolide Odia Song Lyrics In Odia Font

କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...
ତୋ କଳାକୁ ଝୁରି ଝୁରି
ତୋ କଳାକୁ ଝୁରି ଝୁରି
ଗଲା ସରି ମୋ ଜନମ ତାରା
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...


ଯେ କଳା ଲଗାଇ ଧନ
ଅହଲ୍ୟା କଲୁ ତାରଣ
ଯେ କଳା ଲଗାଇ ଧନ
ଅହଲ୍ୟା କଲୁ ତାରଣ
କୁବୁଜାକୁ କଲୁ ଧନ୍ୟ
ଶବରୀକୁ ସ୍ୱର୍ଗାସନ
କୁବୁଜାକୁ କଲୁ ଧନ୍ୟ
ଶବରୀକୁ ସ୍ୱର୍ଗାସନ
ମୋତେ ସେ କଳାରୁ ଧାରେ
ମୋତେ ସେ କଳାରୁ ଧାରେ
ଲଗାଇ ଦେରେ ପଙ୍କଜ ଡୋଳା
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...


ଏ ରଙ୍ଗ ପସରା ମୋର
କଳା ବିହୁନେ ଅସାର
ଏ ରଙ୍ଗ ପସରା ମୋର
କଳା ବିହୁନେ ଅସାର
ଧୋଇଯାଏ ବାର ବାର
ଭରଷା ନାହିଁଟି ତାର
ଧୋଇଯାଏ ବାର ବାର
ଭରଷା ନାହିଁଟି ତାର
ଲାଗିଲେ ଥରେ ତୋ କଳା
ଲାଗିଲେ ଥରେ ତୋ କଳା
ଲିଭେନି ପରା ସେ ଅନନ୍ତ କାଳ

କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...
ତୋ କଳାକୁ ଝୁରି ଝୁରି
ତୋ କଳାକୁ ଝୁରି ଝୁରି
ଗଲା ସରି ମୋ ଜନମ ତାରା
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...
କାଳିଆ...ମୋ ଦେହେ ବୋଳିଦେ
ତୋ ଦେହ କଳା...

Kalia Mo Dehe Bolide Odia Song Lyrics In Odia Language


Thank You

Comments