Mo Kala Chandare Odia Song Lyrics In Odia Font

ODIA SONG LYRICS

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ

Mo Kala Chandare Dhanya To Chhandare Odia Song Lyrics In Odia Font

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
ତୁ ମନେ ପଡିଗଲେ ଘର ମହକୁଚି
ଚନ୍ଦନ କର୍ପୁର ଗନ୍ଧରେ...
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ


ଅନ୍ଧର ଲଉଡ଼ି ଆରେ ଆଶା ବାଡ଼ି
ତୋ ବିନା ବାଟ ଅନ୍ଧାର
ତୋ ହାତ ଧରି ବାଟ ଚାଲୁଥିଲେ
ମୋର ବା କାହାକୁ ଡର
ଅନ୍ଧର ଲଉଡ଼ି ଆରେ ଆଶା ବାଡ଼ି
ତୋ ବିନା ବାଟ ଅନ୍ଧାର
ତୋ ହାତ ଧରି ବାଟ ଚାଲୁଥିଲେ
ମୋର ବା କାହାକୁ ଡର
ତୁ ଥା ଦୂରେ ଯେତେ ଲୋଡୁଥିବି ତତେ
ଭଲରେ ହଉ କି ମନ୍ଦରେ...
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ


ପାଦ ଖସିଗଲେ ପ୍ରାଣ ଚାଲିଯାଏ
ମଣିଷ ଜୀବନ ଏଇ
ବାଙ୍କ ଚାହାଣିରେ ଚାହିଁଥାରେ ଧନ
ମରିବି ତୋ ମୁହଁ ଚାହିଁ
ପାଦ ଖସିଗଲେ ପ୍ରାଣ ଚାଲିଯାଏ
ମଣିଷ ଜୀବନ ଏଇ
ବାଙ୍କ ଚାହାଣିରେ ଚାହିଁଥାରେ ଧନ
ମରିବି ତୋ ମୁହଁ ଚାହିଁ
ତୁ ଆର ଜନମରେ ହବୁକି ମୋ ପୁଅ
ମଶାଣି ଯିବି ତୋ କାନ୍ଧରେ...

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
ତୁ ମନେ ପଡିଗଲେ ଘର ମହକୁଚି
ଚନ୍ଦନ କର୍ପୁର ଗନ୍ଧରେ...
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ
କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ

Mo Kala Chandare Dhanya To Chhandare Odia Song Lyrics In Odia Language


Thank You


Comments