Mu To Jasoda Odia Song Lyrics In Odia Font

ODIA SONG LYRICS

ମୁଁ ତୋ ଯଶୋଦା ମୁଁ ତୋ କୈକେୟୀ

Mu To Jasoda Mu To Kaikeyi Odia Song Lyrics In Odia Font

ମୁଁ ତୋ ଯଶୋଦା ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମାଆ...
ଆ ମୋ କୋଳକୁ ଆ..ରେ କାଳିଆ
ଆ ମୋ କୋଳକୁ ଆ...
ଆ ମୋ କୋଳକୁ ଆ...
ମୁଁ ତୋ ଯଶୋଦା ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମାଆ...
ଆ ମୋ କୋଳକୁ ଆ..ରେ କାଳିଆ
ଆ ମୋ କୋଳକୁ ଆ...
ଆ ମୋ କୋଳକୁ ଆ...


ତୋ ପାଇଁ ରଖିଛି ସର ଲବଣି
ତୁହି ପରା ମୋର ଶ୍ୟାମ
ତୋ ପାଇଁ ସହୁଛି କେତେ ଅପବାଦ
ତୁହି ପରା ମୋର ରାମ
ତୋ ପାଇଁ ରଖିଛି ସର ଲବଣି
ତୁହି ପରା ମୋର ଶ୍ୟାମ
ତୋ ପାଇଁ ସହୁଛି କେତେ ଅପବାଦ
ତୁହି ପରା ମୋର ରାମ
ସାରା ବରଷ ମୁଁ ତୋ ବାଟ ଜଗିଛି
ତୁହି ମୋ ଗଳା ମାଳିଆ..
ତୁହି ମୋ ଗଳା ମାଳିଆ..
ମୁଁ ତୋ ଯଶୋଦା ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମାଆ...
ଆ ମୋ କୋଳକୁ ଆ..ରେ କାଳିଆ
ଆ ମୋ କୋଳକୁ ଆ...
ଆ ମୋ କୋଳକୁ ଆ...


ମାଗିନି ବୋଲି ମୁଁ ତତେରେ କିଛି
ସବୁ ତ ଦେଇଚୁ ଯାଚି
ଜନମ ଦେଇନି ତଥାପି ଧନରେ
ମାଆ ତୋର ବୋଲାଉଚି
ମାଗିନି ବୋଲି ମୁଁ ତତେରେ କିଛି
ସବୁ ତ ଦେଇଚୁ ଯାଚି
ଜନମ ଦେଇନି ତଥାପି ଧନରେ
ମାଆ ତୋର ବୋଲାଉଚି
ଯୁଗେ ଯୁଗେ ପରା ମୋହରି କୋଳକୁ
ଏମିତି ଆସୁଥା...
ଏମିତି ଆସୁଥା...

ମୁଁ ତୋ ଯଶୋଦା ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମାଆ....
ଆ ମୋ କୋଳକୁ ଆ..ରେ କାଳିଆ
ଆ ମୋ କୋଳକୁ ଆ...
ଆ ମୋ କୋଳକୁ ଆ...
ମୁଁ ତୋ ଯଶୋଦା ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମାଆ....
ଆ ମୋ କୋଳକୁ ଆ..ରେ କାଳିଆ
ଆ ମୋ କୋଳକୁ ଆ...
ଆ ମୋ କୋଳକୁ ଆ...

Mu To Jasoda Mu To Kaikeyi Odia Song Lyrics In Odia Language


Thank You

Comments