Odisha Mo Odisha Odia Song In Odia Font

ODIA SONG LYRICS

ଓଡିଶା... ମୋ ଓଡିଶା...

Odisha Mo Odisha Odia Song Lyrics In Odia Font

ଓଡିଶା... ମୋ ଓଡିଶା...
ଓଡିଶା... ମୋ ଓଡିଶା...
ଓଡିଶା... ମୋ ଓଡିଶା...
ଓଡିଶା... ମୋ ଓଡିଶା...

କେଡେ ସୁନ୍ଦର ରାଇଜ ମୋର
କେଡେ ମିଠା ମୋ ଭାଷା
ଓଡିଶା... ମୋ ଓଡିଶା...


ନଈ ବଜାଏ ସାହାନାଇ ଏଠି
ପବନ ବଜାଏ ଢୋଲ
ଝରଣା ବଜାଏ ବୀଣା ଏଠି
ମେଘ ବଜାଏ ମାଦଲ
ଏଇ ପାଣି ମୋ ପାଇଁ ପାଦୁକ
ଏ ମାଟି ମୋ ଚନ୍ଦନ
ସେଇ ଚନ୍ଦନେ ଲେଖା ଅଛି
ଜୀବନ ଚାଳିସା


ଲଙ୍ଗଳ କଥା ବୁଝୁଛି କ୍ଷେତ
କ୍ଷେତ କଥା ବୁଝେ ଚଷା
ଓଡ଼ିଆ ମନ ଓଡ଼ିଆ ପ୍ରାଣ
ବୁଝେ ପଖାଳ କଂସା


ସେଇ କଂସାରେ ଢେଉ ଖେଳୁଛି
ସବୁ ଓଡ଼ିଆଙ୍କ ଆଶା
ସେଇ ଆଶାରେ ବୁଣେ ସେ ନିତି
ବାଇ ଚଢେଇ ବସା

Odisha Mo Odisha Odia Song Lyrics In Odia Font


Thank You


Comments