Bhala Pae Boli Odia Song Lyrics In Odia Font

ODIA SONG LYRICS

ଭଲ ପାଏ ବୋଲି ତୁମ ଠାରୁ ପ୍ରଭୁ
ବଡ ବଡ ଆଶା କଲି

Bhala Pae Boli Tuma Tharu Prabhu Odia Song Lyrics In Odia Font

ଭଲ ପାଏ ବୋଲି ତୁମ ଠାରୁ ପ୍ରଭୁ
ବଡ ବଡ ଆଶା କଲି
ଭଲ ପାଏ ବୋଲି ତୁମ ଠାରୁ ପ୍ରଭୁ
ବଡ ବଡ ଆଶା କଲି
ଆଶା ମୋର ଯେବେ ହେଲାନି ପୂରଣ
ତୁମକୁ ମୁଁ ନିନ୍ଦା କଲି ପ୍ରଭୁ ହେ...
କେଡେ ଭୁଲ ଟାଏ କଲି
ମୁଁ କେଡେ ଭୁଲ ଟାଏ କଲି
କେଡେ ଭୁଲ ଟାଏ କଲି...
କେଡେ ଭୁଲ ଟାଏ କଲି


ମୁଁ ଜଣେ ସାଧାରଣ ଲୋକ
ଶୋଷ ଯେତେ ସେତେ ପୁଣି ଭୋକ
ପୂଜା ଅର୍ଘ୍ୟ ବାଢେ ପ୍ରତିଦିନ
ବଦଳରେ ଚାହେଁ ପ୍ରତି ଦାନ
ମୁଁ ଜଣେ ସାଧାରଣ ଲୋକ
ଶୋଷ ଯେତେ ସେତେ ପୁଣି ଭୋକ
ପୂଜା ଅର୍ଘ୍ୟ ବାଢେ ପ୍ରତିଦିନ
ବଦଳରେ ଚାହେଁ ପ୍ରତି ଦାନ
ନିଜ ପ୍ରଭୁଠାରୁ ଦାନ ପାଇବାରୁ
ନିଜ ପ୍ରଭୁଠାରୁ ଦାନ ପାଇବାରୁ
ଯେବେ ମୁଁ ବଞ୍ଚିତ ହେଲି
ସ୍ୱାର୍ଥ ମୋର ଯେବେ ହେଲାନି ପୂରଣ
ତୁମକୁ ମୁଁ ନିନ୍ଦା କଲି ପ୍ରଭୁ ହେ...
କେଡେ ଭୁଲ ଟାଏ କଲି...
ମୁଁ କେଡେ ଭୁଲ ଟାଏ କଲି
କେଡେ ଭୁଲ ଟାଏ କଲି...
କେଡେ ଭୁଲ ଟାଏ କଲି


କରମକୁ ତଳେ ଛାଡି ଦେଲି
ସରଗକୁ ନିଶୁଣି ବାନ୍ଧିଲି
ତୁମ ଆଶ୍ରା ନେଇ ମୁଁ ଚାଲିଲି
ଅବେଳରେ ଝୁଣ୍ଟି ମୁଁ ପଡିଲି
କରମକୁ ତଳେ ଛାଡି ଦେଲି
ସରଗକୁ ନିଶୁଣି ବାନ୍ଧିଲି
ତୁମ ଆଶ୍ରା ନେଇ ମୁଁ ଚାଲିଲି
ଅବେଳରେ ଝୁଣ୍ଟି ମୁଁ ପଡିଲି
ଝୁଣ୍ଟି ପଡ଼ିଗଲେ ହାତ ଧରି ମୋର
ଝୁଣ୍ଟି ପଡ଼ିଗଲେ ହାତ ଧରି ମୋର
ଉଠେଇବ ଭାବି ଥିଲି...
ଭରଷା ଟିକକ ଭାଙ୍ଗିଗଲା ବୋଲି
ତୁମକୁ ମୁଁ ନିନ୍ଦା କଲି ପ୍ରଭୁ ହେ...
କେଡେ ଭୁଲ ଟାଏ କଲି
ମୁଁ କେଡେ ଭୁଲ ଟାଏ କଲି
କେଡେ ଭୁଲ ଟାଏ କଲି...
ମୁଁ କେଡେ ଭୁଲ ଟାଏ କଲି
କେଡେ ଭୁଲ ଟାଏ କଲି...
ମୁଁ କେଡେ ଭୁଲ ଟାଏ କଲି...

Bhala Pae Boli Tuma Tharu Prabhu Odia Song Lyrics In Odia Font


Thank You

Comments