Nida Mausi De Aunsi Odia Song Lyrics In Odia Font

ODIA SONG LYRICS

ନିଦ ମାଉସୀ ଦେ ଆଉଁସି
ଜଗନ ଆଖି ମୋର

Nida Mausi De Aunsi Odia Song Lyrics In Odia Font

ହୁଁ...... ଉଁ.....
ନିଦ ମାଉସୀ ଦେ ଆଉଁସି
ଜଗନ ଆଖି ମୋର
ନିଦ ମାଉସୀ ଦେ ଆଉଁସି
ଜଗନ ଆଖି ମୋର
ଚାହିଁ ଚାହିଁ ମୋ ଜୀବନ ଯାଉ
ଚକା ଆଖିକୁ ତାର
ଚାହିଁ ଚାହିଁ ମୋ ଜୀବନ ଯାଉ
ଚକା ଆଖିକୁ ତାର
ନିଦ ମାଉସୀ ଦେ ଆଉଁସି
ନିଦ ମାଉସୀ ଦେ ଆଉଁସି
ନିଦ ମାଉସୀ ଦେ ଆଉଁସି
ନିଦ ମାଉସୀ ଦେ ଆଉଁସି


ତତେ ମୁଁ ପାଇ କାଳିଆ ସୁନା
ଭୁଲିଛି ସବୁ ଦୁଃଖ ଯାତନା
ତତେ ମୁଁ ପାଇ କାଳିଆ ସୁନା
ଭୁଲିଛି ସବୁ ଦୁଃଖ ଯାତନା
କେମିତି ଧନ କହିବି ତତେ
ମା ମନରେ ଗରବ କେତେ
ନିଜଠୁ ବଳି ନିଜର ଆଜି
ତୁହି ତ ଏକା ମୋର
ନିଜଠୁ ବଳି ନିଜର ଆଜି
ତୁହି ତ ଏକା ମୋର
ତୋହରି ହସ ତୋହରି ଖୁସି
ମୋର ସରଗ ପୁର
ତୋହରି ହସ ତୋହରି ଖୁସି
ମୋର ସରଗ ପୁର
ହସ ତୋହର ଖୁସି ମୋହର
ହସ ତୋହର ଖୁସି ମୋହର
ହସ ତୋହର ଖୁସି ମୋହର
ହସ ତୋହର ଖୁସି ମୋହର


ଆଖି ଆଗରୁ ଦୁରେଇ ଗଲେ
ମୋ ଧନ ମଣି ଡରେ ମୁଁ କାଳେ
ଆଖି ଆଗରୁ ଦୁରେଇ ଗଲେ
ମୋ ଧନ ମଣି ଡରେ ମୁଁ କାଳେ
ପାଖରୁ ଜମା ଛାଡ଼ିବି ନାହିଁ
କାନିରେ ବାନ୍ଧି ରଖିବି ମୁହିଁ
ତୋ ପାଇଁ ଗଲେ ଜୀବନ ଯାଉ
ନାହିଁ ମୋ ଟିକେ ଡର
ତୋ ପାଇଁ ଗଲେ ଜୀବନ ଯାଉ
ନାହିଁ ମୋ ଟିକେ ଡର
ଖାଲି ତୁ ନୁହେଁ ଜୀବନ ଧନ
କଳା ଠାକୁର ମୋର
ଖାଲି ତୁ ନୁହେଁ ଜୀବନ ଧନ
କଳା ଠାକୁର ମୋର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର


କହ୍ନେଇ ପରି ସଜେଇ ଦେବି
ପାଟ ପତନୀ ପିନ୍ଧେଇ ଦେବି
କହ୍ନେଇ ପରି ସଜେଇ ଦେବି
ପାଟ ପତନୀ ପିନ୍ଧେଇ ଦେବି
ତୋ ମନ ଜାଣି ଖୁଆଇ ଦେବି
କୋଳେ ଝୁଲେଇ ଶୁଏଇ ଦେବି
ବଡ ଦାଣ୍ଡରେ କହି ବୁଲିବି
କାଳିଆ ପୁଅ ମୋର
ବଡ ଦାଣ୍ଡରେ କହି ବୁଲିବି
କାଳିଆ ପୁଅ ମୋର
ଜଗତ ଲାଗି ଖୋଲି ଦେଇଚି
ସିଂହ ଦୁଆର ତାର
ଜଗତ ଲାଗି ଖୋଲି ଦେଇଚି
ସିଂହ ଦୁଆର ତାର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର


ଯଶୋଦା ସିନା ନଦେଇ ଗାଳି
ରଖନ୍ତି ସଦା କହ୍ନେଇ ଅଳି
ଯଶୋଦା ସିନା ନଦେଇ ଗାଳି
ରଖନ୍ତି ସଦା କହ୍ନେଇ ଅଳି
ହେଲେ ତୁ ଯଦି ଲଗାଉ ନାଟ
ପିଟିବି ଧନ ଧରି ମୁଁ ଛାଟ
ଶେଷ ଜୀବନେ ଏତିକି ଆଶା
ଶୁଣିଥା ଧନ ମୋର
ଶେଷ ଜୀବନେ ଏତିକି ଆଶା
ଶୁଣିଥା ଧନ ମୋର
ସିଂହ ଦୁଆରୁ ସରଗ ଦ୍ୱାର
କାନ୍ଧରେ ନବୁ ତୋର
ସିଂହ ଦୁଆରୁ ସରଗ ଦ୍ୱାର
କାନ୍ଧରେ ନବୁ ତୋର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର

Nida Mausi De Aunsi Odia Song Lyrics In Odia Language


Thank You


Comments