Tatere Kalia Anai Deli Je Odia Song Lyrics In Odia Font

ODIA SONG LYRICS

ତୋତେରେ କାଳିଆ ଅନାଇ ଦେଲି ଯେ

Tatere Kalia Anai Deli Je Odia Song Lyrics In Odia Font

ତୋତେରେ କାଳିଆ ଅନାଇ ଦେଲି ଯେ
ତୋ ନୂଆ ବେଶରେ ମନ ଲାଖିଲା
ତୋତେରେ କାଳିଆ ଅନାଇ ଦେଲି ଯେ
ତୋ ନୂଆ ବେଶରେ ମନ ଲାଖିଲା
କେଉଁ ବେଶକାରୀ ସଜାଇ ଦେଲାରେ
କେଉଁ ବେଶକାରୀ ସଜାଇ ଦେଲାରେ
ବେଳୁ ବେଳ ମୋର ଲୋଭ ବଢିଲା
ତୋତେରେ କାଳିଆ ଅନାଇ ଦେଲି ଯେ
ତୋ ନୂଆ ବେଶରେ ମନ ଲାଖିଲା


କଳା ବଦନକୁ ସୁନାର ମୁକୁଟ
ନିତି ଲାଗିବାକୁ ମନ
ଚନ୍ଦନ ଟିପାକୁ ନାଲି ନେଳି ପାଟ
ଶୋଭାପାଏ ବଡ ପଣ
କଳା ବଦନକୁ ସୁନାର ମୁକୁଟ
ନିତି ଲାଗିବାକୁ ମନ
ଚନ୍ଦନ ଟିପାକୁ ନାଲି ନେଳି ପାଟ
ଶୋଭାପାଏ ବଡ ପଣ
ତୁଳସୀ ମାଳାଏ ଲମ୍ବି ଯାଇଛିରେ
ତୁଳସୀ ମାଳାଏ ଲମ୍ବି ଯାଇଛିରେ
ଘଣ୍ଟ ମାଡ଼ରେ ମୋ ପାଦ ନାଚିଲା
ତୋତେରେ କାଳିଆ ଅନାଇ ଦେଲି ଯେ
ତୋ ନୂଆ ବେଶରେ ମନ ଲାଖିଲା


ଆଖି ଲୁହ ମୋର ଲୁଚାଇ ଦେଲୁରେ
ଗୁହାରି ମୁଁ ଭୁଲିଗଲି
ଛଡା ତୁଳସୀକୁ ବଢ଼ାଇ ଦେଲୁରେ
ସବୁ ସୁଖ ପାଇଗଲି
ସୁନା ଠାକୁର ମୋ ହସି ଦେଲୁକିରେ
ସୁନା ଠାକୁର ମୋ ହସି ଦେଲୁକିରେ
ନୀଳାଚଳ ମୋର ସରଗ ହେଲା
ତୋତେରେ କାଳିଆ ଅନାଇ ଦେଲି ଯେ
ତୋ ନୂଆ ବେଶରେ ମନ ଲାଖିଲା
କେଉଁ ବେଶକାରୀ ସଜାଇ ଦେଲାରେ
କେଉଁ ବେଶକାରୀ ସଜାଇ ଦେଲାରେ
ବେଳୁ ବେଳ ମୋର ଲୋଭ ବଢିଲା
ତୋତେରେ କାଳିଆ ଅନାଇ ଦେଲି ଯେ
ତୋ ନୂଆ ବେଶରେ ମନ ଲାଖିଲା
ତୋ ନୂଆ ବେଶରେ ମନ ଲାଖିଲା
ତୋ ନୂଆ ବେଶରେ ମନ ଲାଖିଲା

Tatere Kalia Anai Deli Je Odia Song Lyrics In Odia Language


Thank You

Comments